Jump to content

ମାରି ପକେଇବା

ଉଇକିଅଭିଧାନ‌ରୁ

ମାରି ପକେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ହତ୍ୟା କରିବା; ବଧ କରିବା — ୧. To kill; to murder.
୨. ଖାଦ୍ୟ ଓ ଯତ୍ନ ଅଭାବରୁ (କୌଣସି ଜୀବକୁ) ଶୁଖାଇ ମାରଣା ପନ୍ନ କରିବା —୨. To strave and neglect an animal to the point of death.

(ଯଥା—ନିର୍ଦ୍ଦୟ ବାପ ପିଲାଗୁଡ଼ାଙ୍କୁ ଖାଇବାକୁ ନଦେଇ ମାରି ପକାଇଲା)

୩. (ହସାଇ ହସାଇ ବା କନ୍ଦାଇ କନ୍ଦାଇ) ଆକ୍ରାନ୍ତ ବା ବେଦମ୍ କରିବା —୩. To cause a person to laugh or weep to bursting; to cause a person to split his sides with laughter, weeping etc.

(ଉ—ଧନିଆ ଧମକ ଧମେଇଲା! ଶାଉଁଳି ନାକରେ ଜାଉଁଳି ଗୁଣା, ମାରି ତ ପକେଇଲା—ଢ଼ଗ)

୪. (ବ୍ୟଙ୍ଗ) ଅତି ସୁନ୍ଦର ଦେଖାଯିବା —୪. (ironical) To look very odd or ugly.