Jump to content

ମାରି ମନ କରିବା

ଉଇକିଅଭିଧାନ‌ରୁ

ମାରି ମନ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦୃଢ଼ସଂକଳ୍ପ ପୂର୍ବକ ପ୍ରହାର କରିବା —୧. To beat after firm resolve.
୨. ଖୁବ ଜୋର୍ରେ ମାରିବା — ୨. To beat with force.
୩. ମାଡ଼ ମାରିବାକୁ ଇଚ୍ଛା ବା ସଂକଳ୍ପ କରିବା —୩. To wish or resolve to strike a blow.