ମାରି ଯିବା
ଦେଖଣା
ମାରି ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାରି ଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଯେ କୌଣସି ପ୍ରକାରେ କାମ ଚଳାଇ ନେବା —୧. To get on anyhow.
(ଉ— ମାରିଗଲେ ମାହାପାତ୍ରେ, ଚାହିଁଥିଲେ ଜଳକା—ଢ଼ଗ)
- ୨. କାଳ ଯାପନ କରିବା —୨. To pass time; to go on.
[ଉ—ମାରି ମାରି ଗଲା ବାଳକ—ଢ଼ଗ]