Jump to content

ମାରୀଚ

ଉଇକିଅଭିଧାନ‌ରୁ

ମାରୀଚ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମରୀଚ+ଅ)

[ସମ୍ପାଦନା]

ମରୀଚ ସମ୍ୱନ୍ଧୀୟ —Relating to black pepper.

ବିଶେଷ୍ୟ -

[ସମ୍ପାଦନା]
୧. ମରୀଚ କ୍ଷେତ୍ର —୧. A field of black pepper.
୨. ସୁନ୍ଦ ନାମକ ରାକ୍ଷସର ଔରସରେ ତାଡ଼କାନାମ୍ନୀ ରାକ୍ଷସୀ ଗର୍ଭରେ ଜାତ ମାୟାବୀ ରାକ୍ଷସ —୨. Name of a demon who assumed the shape of a golden deer and cheated Sītā into believing it to be a real one and sending away Rāmachandra after it.

[ଦ୍ରଷ୍ଟବ୍ୟ —ମାୟାମୃଗ ତଳେ ନୋଟ୍ ଦେଖ]

୩. ରାଜ ହସ୍ତୀ; ପାଟ ହାତୀ —୩. An elephant ridden by a king.