ମାରୁଆ ମଲି(ଲ୍ଲି)ଆ
ଦେଖଣା
ମାରୁଆ ମଲି(ଲ୍ଲି)ଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ମାରୁ ମଲି(ଲ୍ଲି)—ଅନ୍ୟରୂପ]
ଦେଶଜ - ବିଶେଷଣ -
[ସମ୍ପାଦନା](କାଠ ବା କଢ଼ି ଆଦି ସଢ଼ି ଯିବାରୁ ବା ଭିତର ପୋକ ବା ଉଇ ଖାଇଯିବାରୁ) ଅକର୍ମଣ୍ୟ; ଅନ୍ତଃସାରଶୂନ୍ୟ —Worthless (said of a timber or log of wood which is hollow or ant-eaten in the interior); unsound in the coree.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାର କାଠର ଭିତରେ ଥିବା ଓ ବାହାରକୁ ଦେଖାଯାଉ ନ ଥିବା ଅନ୍ତଃସାରଶୂନ୍ୟ ଅଂଶ —Unsubstantial portion inside a damaged timber.
ମାରୁଆ ମଲି(ଲ୍ଲି)ଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ମାରୁ ମଲି(ଲ୍ଲି)—ଅନ୍ୟରୂପ]
ଦେଶଜ - ବିଶେଷଣ -
[ସମ୍ପାଦନା](କାଠ ବା କଢ଼ି ଆଦି ସଢ଼ି ଯିବାରୁ ବା ଭିତର ପୋକ ବା ଉଇ ଖାଇଯିବାରୁ) ଅକର୍ମଣ୍ୟ; ଅନ୍ତଃସାରଶୂନ୍ୟ —Worthless (said of a timber or log of wood which is hollow
or ant-eaten in the interior); unsound in the coree.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାର କାଠର ଭିତରେ ଥିବା ଓ ବାହାରକୁ ଦେଖାଯାଉ ନ ଥିବା ଅନ୍ତଃସାରଶୂନ୍ୟ ଅଂଶ —Unsubstantial portion inside a damaged timber.