ମାରୁଣୀ
ଦେଖଣା
ମାରୁଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମାରଣା—ପୁଂ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାରଣ)
[ସମ୍ପାଦନା][[]] ୧ ମାରଣ ]] ୧ (ଦେଖ) - ୧. Maraṇa ୧ (See)
[ଉ—ବାକି ଯେ ବଞ୍ଚିଲେ ଭୀମଙ୍କ ମାରୁଣୀରୁ, ହଗି ମୁତି ପଲାଇଲେକ ସେ ବନରୁ କୃଷ୍ଣସିଂହ .ମହାଭାରତ. ବନ]
- ୨. ମାରୁଆଚା (ଦେଖ) - —୨. Māruachā (See)
- ୩. ବିଶେଷ୍ୟ - ସ୍ତ୍ରୀ—ଘାତୁକୀ ସ୍ତ୍ରୀ —୩. A murderous woman.
ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ହତ୍ୟାକାରୀଣ; ଘାତୁକୀ —Murderous (woman.)