ମାରୁତ
ଦେଖଣା
ମାରୁତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ମରୁତ+ସ୍ୱାର୍ଥେ ଅ)
[ସମ୍ପାଦନା]- ୧. ପବନ; ବାୟୁ — ୧. Air; wind.
- ୨. ଅଣଞ୍ଚାଶ ପବନ — ୨. The airs; (୪୯ in number) represented as demigods.
[ଦ୍ରଷ୍ଟବ୍ୟ —ଏହି ଶବ୍ଦର ବ୍ୟୁତ୍ପତ୍ତି 'ମା ରୋଦୀ+ଅ ମଧ୍ୟ ହୋଇପାରେ ସଂସ୍କୃତ - ମାରୋଦୀ= କାନ୍ଦନାଁ; ଦିତୀଙ୍କ ଗର୍ଭରେ 'ପବନ' ଭ୍ରୂଣରୂପେ ଅବସ୍ଥାନ କରୁଥିବା ସମୟରେ ଇନ୍ଦ୍ର ବଜ୍ରଦ୍ୱାରା ଏ ଭ୍ରୂଣକୁ ପ୍ରଥମେ ୭ ଖଣ୍ଡ କରି କାଟି ପକାଇଲେ ଓ ପରେ ପ୍ରତ୍ୟେକ୍ୟ ଖଣ୍ଡକୁ ୭ ଖଣ୍ଡ ଲେଖାଏଁ ଏପରି ୪୯: ଖଣ୍ଡ କଲେ ଦିତୀ ଗର୍ଭନାଶ ହେବାର ଦେଖି କାନ୍ଦିବାରୁ ଇନ୍ଦ୍ର ତାଙ୍କୁ କହିଥିଲେ:— ମାରୋଦୀ=ତୁମେ କାନ୍ଦନାଁ ]