Jump to content

ମାରୁତାଶନ

ଉଇକିଅଭିଧାନ‌ରୁ

ମାରୁତାଶନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ମାରୁତ ଅଟେ ଅଶନ ଯାହାର)

[ସମ୍ପାଦନା]

ଯେ ପବନ ଖାଇ ପ୍ରାଣଧାରଣ କରେ — Subsisting on air only.

ବିଶେଷ୍ୟ -

[ସମ୍ପାଦନା]

ସର୍ପ —Serpent.