ମାରୁ ଅଚା
ଦେଖଣା
ମାରୁ ଅଚା
ଉଚ୍ଚାରଣ
[ସମ୍ପାଦନା](ମାରୁଣି ଅଚା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମାରୁ ଅଚା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କ୍ଷେତ୍ରରେ ହଳ ବୁଲାଇ ଚାଷ କଲା ବେଳେ— ଲଙ୍ଗଳଦ୍ୱାରା ଯେଉଁ ଅଚା ବା ବୃତ୍ତାଭାସ ରେଖା- ମାନ ଖୋଳି ହୋଇଥାଏ ସେହି ଅଚା- ମାନଙ୍କ କେନ୍ଦ୍ରସ୍ଥଳରେ ଯେଉଁ କ୍ଷୁଦ୍ର ଅଂଶ ହଳଦ୍ୱାରା କର୍ଷିତ ହୋଇ ନ ପାରି ପଡ଼ିଆ ରହିଯାଏ —The elliptical and very narrow strip of unploughed land left in the centre of a ploughed field when it is ploughed in concentric elliptical furrows.
[ଦ୍ରଷ୍ଟବ୍ୟ —କ୍ଷେତ୍ରକୁ ଚାଷ କରିବା ପରେ ଯେଉଁ ଯେଉଁ ସ୍ଥାନରେ ମାରୁ ଅଚାମାନ ରହି ଯାଇଥାଏ ସେହି ସେହି ସ୍ଥାନକୁ ଶେଷରେ ହଳ ବୁଲାଇ ଚଷି ଦିଆଯାଏ ଏହାକୁ ମାରୁ ଅଚା ମାରିବା କହନ୍ତି]