Jump to content

ମାରୁ ଅଚା ମାରିବା

ଉଇକିଅଭିଧାନ‌ରୁ

ମାରୁ ଅଚା ମାରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କ୍ଷେତ୍ରରେ ପ୍ରଥମେ ହଳ ବୁଲାଇବା ବେଳେ ଐକକେନ୍ଦ୍ରିକକ 'ଅଚା' ବା ଲଙ୍ଗଳ ଶିଅରମାନଙ୍କରେ ଯେଉଁ ଅକର୍ଷିତ କେନ୍ଦ୍ରାଂଶମାନ ରହି ଯାଇଥାଏ ତାକୁ ଶେଷରେ ହଳ କରିବା — To plough up the unploughed patches left in the centre opf a ploughed field.