ମାରେଙ୍ଗେ
ଦେଖଣା
ମାରେଙ୍ଗେ
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - କ୍ରିୟାପଦ -
[ସମ୍ପାଦନା](ହିନ୍ଦୀ ଭାଷାର ମାରିବା କ୍ରିୟାର ଭବିଷ୍ୟତ କାଳ ୧ମ ପୁରୁଷ ୧ ବଚନରେ (ମୈ) ମାରୁଙ୍ଗା, (ହମ୍) ମାରେଙ୍ଗେ) ମୁଁ ମାରିବା ବା ପ୍ରହାର କରିବା —I shall beat.
[ଉ—ଉଠି ନ ପାରି ମାରୁଙ୍ଗ ଢଗା—ଏହାର ଅର୍ଥ ଏହି ଯେ, ଯେଉଁ ବ୍ୟକ୍ତିର ଶଯ୍ୟାରୁ ଉଠିବା ଶକ୍ତି ନାହିଁ, ସେ ମୁହଁରେ ମୈ ମାରୂଙ୍ଗା (ମୁଁ ମାରିବା) ବୋଲି ଅସ୍ଫାଳନ କରିବା ନ୍ୟାୟା ତୁଳ. ହିନ୍ଦୀ ପ୍ରବଚନ—ଉଠ୍ନେଶକତା ନହୀ ଜଗନ୍ନାଥ ଯାତ୍ରା 'କଟୀ ନ ଚଲେ କେଲାକା ଭାର' ]