ମାରେଜ୍ ରେଜିଷ୍ଟର୍
ଦେଖଣା
ମାରେଜ୍ ରେଜିଷ୍ଟର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାରେଜ୍ ରେଜିଷ୍ଟର୍
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମାର୍ରେଜ୍ ରେଜିଷ୍ଟିର୍)
[ସମ୍ପାଦନା]- ୧. ମୁସଲମାନ୍ ଓ ବ୍ରାହ୍ମ ଆଦିଙ୍କ ବିବାହ ବିଷୟରେ ବର କନ୍ୟାଙ୍କ ମଧ୍ୟରେ ହେବା ଚୁକ୍ତି ଆଇନ୍ ଯେଉଁ ନିର୍ଦ୍ଦିଷ୍ଟ ଖାତାରେ ଲିପିବଦ୍ଧ ହୁଏ —୧. Marriage register.
- ୨. ମାରେଜ୍ ରେଜିଷ୍ଟ୍ରେସନ୍ (ଦେଖ) - ୨. Marej rejish ṭresan (See)