ମାରେଜ୍ ରେଜିଷ୍ଟ୍ରେସନ୍
ଦେଖଣା
ମାରେଜ୍ ରେଜିଷ୍ଟ୍ରେସନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାରେଜ୍ ରେଜିଷ୍ଟ୍ରେସନ୍
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ମୁସଲମାନ୍ ଓ ବ୍ରାହ୍ମମାନଙ୍କ ଦମ୍ପତିଙ୍କ ବିବାହବିଷୟକ ଚୁକ୍ତିକୁ ଆଇନ୍ଅନୁସାରେ ଲିପିବଦ୍ଧ କରିବା ରୀତି — Registration of marriages amongst the Mahomedans and Brahmos.