Jump to content

ମାରେଜ୍ ରେଜି ଷ୍ଟ୍ରାର୍

ଉଇକିଅଭିଧାନ‌ରୁ

ମାରେଜ୍ ରେଜି ଷ୍ଟ୍ରାର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ଇଂରାଜୀ - )—ମାର୍ରେଜ୍ ରେଜିଷ୍ଟାର୍)

ମୁସଲମାନ୍ ଓ ବ୍ରାହ୍ମମାନଙ୍କର ବିବାହରେ ଦମ୍ପତିଙ୍କ ଚୁକ୍ତିକୁ ସରକାରୀ ଆଇନର ବିଧି ଅନୁସାରେ ସାକ୍ଷୀଙ୍କ ଉସ୍ଥିତିରେ ଲିପିବଦ୍ଧ କରିବା ପାଇଁ ଗଭର୍ଣ୍ଣମେଣ୍ଟଙ୍କ ନିଯୁକ୍ତ ବ୍ୟକ୍ତି; ମୁସଲମାନ୍ମାନଙ୍କର କାଜୀ —Marriage registrar Registrar of Mahomedan and Brahmo marriages.