ମାର୍
ଦେଖଣା
ମାର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ (ମୃ ଧାତୁ ଣିଚ୍ ମାରି ଧାତୁ)
[ସମ୍ପାଦନା]ଭର୍ତ୍ସନା ଓ ଘୃଣାସୂଚକ ସମ୍ୱୋଧନ —An interjection denoting abuse and hatred)
ଦୂର ! ଛି! —Be off ! Fie !
[ଦ୍ରଷ୍ଟବ୍ୟ —ଏଥିର ଶାବ୍ଦିକ ଅର୍ଥ—ଏ ବ୍ୟକ୍ତି ପ୍ରହାର ପାଇବା ଯୋଗ୍ୟ; ଏହାକୁ ପ୍ରହାର କର =Beat this man, he deserves beating].