Jump to content

ମାର୍କଣ୍ଡେୟ

ଉଇକିଅଭିଧାନ‌ରୁ

ମାର୍କଣ୍ଡେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି— (ମୃକଣ୍ଡ+ଅପତ୍ୟାର୍ଥେ, ଏୟ)

[ସମ୍ପାଦନା]
୧. ମାର୍କଣ୍ଡମୁନି — ୧. Name of a sage.
୨. ମାର୍କଣ୍ଡଋଷି— ଭାଷିତ ପୁରାଣ —୨. Name of a Purāṇa said to have neen composed by sage Mārkaṇḍa.
୩. ପୁରୁଷୋତ୍ତମ କ୍ଷେତ୍ରସ୍ଥ ଗୋଟିଏ ତୀର୍ଥ ପୁଷ୍କରିଣୀ —୩. Name of a sacred tank in Puri.

[ଦ୍ରଷ୍ଟବ୍ୟ —ପଞ୍ଚତୀର୍ଥ ତଳେ ଟୀକା ଦେଖ ]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ —Name given to males.