ମାର୍କଣ୍ଡ ଦାସ
ଦେଖଣା
ମାର୍କଣ୍ଡ ଦାସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଉତ୍କଳୀୟ ପ୍ରସିଦ୍ଧ କବିବିଶେଷ —Name of a famous poet of Utkal.
[ଦ୍ରଷ୍ଟବ୍ୟ —ଏ ଖ୍ରୀଷ୍ଟୀୟ ଷୋଡ଼ ସତାଦ୍ଦୀ ବା ତତ୍ ପୂର୍ବର କବି ଅଟନ୍ତି ଏ ପୁରୀ ଜିଲ୍ଲାବାସୀ ବ୍ରାହ୍ମଣ ଥିଲେ ବନାୟକ ଉତ୍କଳ ସାହିତ୍ୟ ଇତିହାସ ସମଗ୍ର ଉତ୍କଳଭାଷୀ ପ୍ରବେଶରେ ସୁପରିଚିତ 'କେଶବ କୋଇଲି' ଓ 'ଜ୍ଞାନୋଦୟ କୋଇଲି' ଏହାଙ୍କଦ୍ୱାରା ରଚିତ ତାରିଣୀ. ଉତ୍କଳସାହିତ୍ୟ ଇତିହାସ ]