Jump to content

ମାର୍କା

ଉଇକିଅଭିଧାନ‌ରୁ

ମାର୍କା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି(ଇଂରାଜୀ - ମାର୍କ)

[ସମ୍ପାଦନା]
୧. ବିଭିନ୍ନତାଜ୍ଞାପକ ଚିହ୍ନ ବା ମୋହର —୧. Distinctive mark or seal.
୨. ଚିହ୍ନ; ଦାଗ —୨. A mark.
୩. ଛାପ; ମୋହର —୩. Seal.
୪. ପଣ୍ୟଦ୍ରବ୍ୟ ଉପରେ ମରାଯାଉଥିବା ଛାପ; ଟ୍ରେଡ୍ମାର୍କ —୪. Trade-mark.