Jump to content

ମାର୍କାଦିଆ

ଉଇକିଅଭିଧାନ‌ରୁ

ମାର୍କାଦିଆ

ଉଚ୍ଚାରଣ

[ସମ୍ପାଦନା]

ମାର୍କାମରା, ମର୍କାଲଗା ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଚିହ୍ନଯୁକ୍ତ; ସୁଚିହ୍ନିତ —୧. well-marked.
୨. ବିଖ୍ୟାତ —୨. Celebrated; notorious.

(ଯଥା, ଅମୁକ ଜଣେ ମାର୍କା— ମରା ଡକାଇତ) ===

୩. ନିର୍ଦ୍ଧାରିତ — ୩. Settled.
୪. ବିଶିଷ୍ଟ (ଟ୍ରେଡ୍ମାର୍କ ଯୁକ୍ତ (ପଣ୍ୟ ଦ୍ରବ୍ୟ) —୪. (a commodity) Having a special trademark.