ମାର୍କୂ
ଦେଖଣା
ମାର୍କୂ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ପରୀକ୍ଷାରେ ଛାତ୍ର ପାଇଥିବା ନମ୍ୱର୍ ୧. Marks obtained by an examinee.
- ୨. ବିଭିନ୍ନତାଜ୍ଞାପକ ଚିହ୍ନ —୨. Distinctive mark.
[ଦ୍ରଷ୍ଟବ୍ୟ —ଏହି ଶବ୍ଦବିଶିଷ୍ଟ ଅନ୍ୟ କେତେକ ଇଂରାଜି ଶବ୍ଦ ମଧ୍ୟ ଭାଷାରେ ଚଳିଲାଣି ଯଥା; ଗ୍ରେସ୍ ମାର୍କ, ଟ୍ରେଡ଼୍ ମାର୍କ, ଇତ୍ୟାଦି)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାରକ (ଦେଖ) - —Māraka (See)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଭୃଙ୍ଗରାଜ (ଦେଖ) - (ହିନ୍ଦୀ - ଶ.) Bhṛuṅgarāja (See).