ମାର୍ଗୀ
ଦେଖଣା
ମାର୍ଗୀ
ଉଚ୍ଚାରଣ
[ସମ୍ପାଦନା](ମାର୍ଗିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାର୍ଗ+ଇନ୍; ୧ମା. ୧ବ, ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ, ଯଥା—ବେଦମାର୍ଗୀ)
[ସମ୍ପାଦନା](ଅମୁକ) ମାର୍ଗ ଅବଲମ୍ୱନକାରୀ —Following a particular path or coures.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ନେତା — ୧. Leader (Apte).
- ୨. ପଥ ପ୍ରଦର୍ଶକ —୨. A guide (Apte).
- ୩. ଅଗ୍ରଗାମୀ ବ୍ୟକ୍ତି —୩. A pioneer (Apte).
- ୪. ସଙ୍ଗୀତର ମୂର୍ଚ୍ଛନା ବିଶେଷ — ୪. A particular modulation of tunes in Hindu music.
[ଦ୍ରଷ୍ଟବ୍ୟ —ଏଥିର ସ୍ୱର ଗ୍ରାମ—ନିସରେଗମପଧା—ମପଧନିସରେ ଗମ—ପଧନିସ—ହିନ୍ଦୀ - ଶ଼]