ମାର୍ଗ ଦେଖାଇବା
ଦେଖଣା
ମାର୍ଗ ଦେଖାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାର୍ଗ ଦେଖାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ପଥିକର ଆଗେ ଆଗେ ଯାଇ ବାଟ କଢ଼ାଇବା — ୧. To lead the way.
- ୨. ରାସ୍ତା ଜାଣି ନ ଥିବା ପଥିକକୁ ହସ୍ତାଦିର ସଙ୍କେତଦ୍ୱାରା ଗନ୍ତବ୍ୟପଥର ସୂଚନା ଦେବା —୨. To indicate the way by pointing th fingers towaaards the direction which the wayfarer has to take.
- ୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିଙ୍କୁ ଅଭିଳଷିତ କାର୍ଯ୍ୟ— ସାଧନାର୍ଥ ଅବଲମ୍ୱନୀୟ ଉପାୟ ବତାଇବା —୩. (figurative) To suggest to a person how to proceed in a matter.