Jump to content

ମାର୍ଗ ଧରିବା

ଉଇକିଅଭିଧାନ‌ରୁ

ମାର୍ଗ ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମାର୍ଗଦ ପଗଡ଼ିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିର୍ଦ୍ଦିଷ୍ଟ ବାଟରେ ଚାଲିବା —୧. To walk along a particular road.
୨. କୌଣସି ନିର୍ଦ୍ଦଷ୍ଟ ଉପାୟ ଅବଲମ୍ୱନ କରିବା — ୨. To have recourse to a certain means or mode.