Jump to content

ମାର୍ଗ (ଧାତୁ)

ଉଇକିଅଭିଧାନ‌ରୁ

ମାର୍ଗ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ପ୍ରସ୍ତୁତ କରିବା —୧. To prepare.
୨. ଗମନ କରିବା —୨. To go.
୩. ପଥ ପ୍ରସ୍ତୁତ କରିବା —୩. To construct a road.
୪. ତୀରରେ ବା ବାଣରେ ପକ୍ଷ ବସାଇବା —୪. To feather an arrow.
୫. ଅନ୍ୱେଷଣ କରିବା — ୫. To search.