Jump to content

ମାର୍ଜକ

ଉଇକିଅଭିଧାନ‌ରୁ

ମାର୍ଜକ

ଉଚ୍ଚାରଣ

[ସମ୍ପାଦନା]
(ମାର୍ଜିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମାର୍ଜ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ମାର୍ଜନ କରେ —୧. Cleansing; wiping.
୨. ଯେ କ୍ଷମା ଦିଏ —୨. Forgiving.