ମାର୍ଜନ
ଦେଖଣା
ମାର୍ଜନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ଼ୃଜ୍ ଧାତୁ=ପରିଷ୍କାର କରିବା+କରଣ. ଅନ)
[ସମ୍ପାଦନା]- ୧. ଲୋଧ୍ର ଗଛ —୧. The lodhra tree.
- ୨. (+ଭାବ. ଅନ) ମାର୍ଜନା (ଦେଖ) - —୨. Mārjanā (see).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଟଙ୍କାର —Twang.
[ଦ୍ରଷ୍ଟବ୍ୟ —ବିପୁଳେ କରି ଗର୍ଜନ, ସେ ଧନୁର୍ଗୁଣ ମାର୍ଜନ, ରହରେ ଦେବେ ସର୍ଜନ, କରି ତର୍ଜନ ଭଞ୍ଜ. ବୈଦେହୀଶବିଳାସ ]