ମାର୍ଜନା
ଦେଖଣା
ମାର୍ଜନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମାର୍ଜ. ଧାତୁ+ଭବ. ଅନ+ଆ)
[ସମ୍ପାଦନା]- ୧. ପରିଷ୍କାର କରଣ —୧. Cleansing.
- ୨. ମାଜିବା — ୨. Scouring; rubbing; polishing.
- ୩. ସ୍ନାନ — ୩. Washing; bath.
- ୪. ଦୋଷ ଆଦିର କ୍ଷମା ୪. Forgiving of a fault; pardon.
- ୫. ମୃଦ ଙ୍ଗର ଧ୍ୱନି —୫. Sound of drum.
- ୬. ପୋଛିବା — ୬. Wiping; rubbing off.
- ୭. ଲିଭାଇବା — ୭. Effacing; wiping away.
- ୮. ହଳଦୀ; ତେଲ ଆଦି ବୋଲି ଦେହକୁ ସଫା କରିବା —୮. Cleansing the body by rubbing it with unguents.
- ୯. ଆଙ୍ଗୁଠିଦ୍ୱାରା ବା କୁଶାଗ୍ରଦ୍ୱାରା ଦେହରେ ଜଳ ଛିଞ୍ଚିବା —୯. Sprinkling the person with water by means of the hand or a blade of Kuṡa grass.
- ୧. ବିଶୁଦ୍ଧୀ- କରଣ —୧୦ Purification; refining.
- ୧୧. (ଆଧୁନିକ) ଦେଶକାଳପାତ୍ର ଅନୁସାରେ ସମାଜର ଦୋଷ ମାନଙ୍କ ଦୂରୀକରଣ —୧୧. (modern use) Reformation of Society; social reform.
[ଦ୍ରଷ୍ଟବ୍ୟ — ଏଥିର ଅପଭ୍ରଂଶ ମାଜଣା ]