ମାର୍ଜନୀ
ଦେଖଣା
ମାର୍ଜନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମାର୍ଜ. ଧାତୁ+କରଣ. ଅନ+ଈ)
[ସମ୍ପାଦନା]- ୧. ଛାଞ୍ଚୁଣୀ; ସମ୍ମାର୍ଜନୀ; ଝାଡ଼ୁ —୧. Broomstick; Sweeping brush.
- ୨. ବୁରୁସ୍ —୨. Brush.
- ୩. ତଉଲିଆ; ଗାମୁଛା; ପୋଛା —୩. Napkin; towel.
- ୪. ଝାଡ଼ନ୍ — ୪. Duster.
- ୫. (+କର୍ତ୍ତୃ. ଅନ+ଈ) ଦୂର୍ଗାଙ୍କ ସହଚରୀବିଶେଷ —୫. Name of a female companion of Durgā.
- ୬. ସଙ୍ଗୀତର ପ୍ରଥମ ସ୍ୱରର ଚାରି ଶ୍ରୁତ୍ରି ମଧ୍ୟରୁ ଅନ୍ତିମ ଶ୍ରୁତି (ହିନ୍ଦୀ - ଶ) —୬. The last of the Ṡrutis of the ୧st tune in Hindu Music.