Jump to content

ମାର୍ଜନୀୟ

ଉଇକିଅଭିଧାନ‌ରୁ

ମାର୍ଜନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମାର୍ଜ. ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. କ୍ଷମଣୀୟ; କ୍ଷମାର୍ହ —୧. Excusable; fit to be forgiven; pardonable.
୨. ପରିଷ୍କୃତ ହେବା ଯୋଗ୍ୟ —୨. Fit to be cleansed.
୩. ଘଷିବାର ଯୋଗ୍ୟ —୩. Fit or requiring to be brushed or rubbed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଗ୍ନି (ହିନ୍ଦୀ - ଶ) —Fire.