ମାର୍ଜିତ
ଦେଖଣା
ମାର୍ଜିତ
ଉଚ୍ଚାରଣ
[ସମ୍ପାଦନା](ମାର୍ଜିତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ମାର୍ଜ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଶୋଧିତ; ପରିଷ୍କୂତ — ୧. Cleansed.
- ୨. ମଜା ହୋଇଥିବା — ୨. Polished; rubbed; scoured;
brushed.
- ୩. ସଂସ୍କୃତ; ବିଶୁଦ୍ଧୀକୃତ —୩. Purified; refomed; refined.
- ୪. କ୍ଷମାପ୍ରାପ୍ତ —୪. Forgiven; pardoned.
- ୫. ବୋଳା ଯାଥଇବା — ୫. Smeared.
- ୬. ଧୂଆଯାଇ ସଫା କରାଯାଇଥିବା — ୬. Washed away (Apte).
- ୭. ଅଳଂକୃତ — ୭. Adorned (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦହି, ଚିନି, ମହୁ, ଗୋଲମରିଚ ଓ କର୍ପୂର ମିଶ୍ରିତ ଏକପ୍ରକାର ପ୍ରାଚୀନ ଖାଦ୍ୟ ବା ପେୟ (ହିନ୍ଦୀ - ଶ) —A kind of dainty food of drink prepared by mixing together curd, suger, honey, black pepper and camphor.