Jump to content

ମାର୍ଜିତା

ଉଇକିଅଭିଧାନ‌ରୁ

ମାର୍ଜିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମାର୍ଜିତ+ସ୍ତ୍ରୀ. ଆ)

[ସମ୍ପାଦନା]

ରସାଳା; ଶର୍କରା ଓ ସୁବାସ ମିଶ୍ରିତ ଦଧି —Curd mixed with sugar and spices (Apte).

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ମାର୍ଜିତର ସ୍ତ୍ରୀଲିଙ୍ଗ —Feminine of Mārijita.