Jump to content

ମାର୍ଜିତ ରୁଚି

ଉଇକିଅଭିଧାନ‌ରୁ

ମାର୍ଜିତ ରୁଚି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା, ମାର୍ଜିତ+ରୁଚି)

[ସମ୍ପାଦନା]

ଦୋଷହୀନ ରୁଚି; ବିରୁଦ୍ଧ ରୁଚି —Refined taste; pure taste.

=== ବିଣ—(ବହୁବ୍ରୀହି)

ଯାହାର ରୁଚି ବିଶୁଦ୍ଧ ଅଟେ —Genteel; of pure or refined taste.