Jump to content

ମାର୍ଜିବା

ଉଇକିଅଭିଧାନ‌ରୁ

ମାର୍ଜିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ମାର୍ଜ. ଧାତୁ)

[ସମ୍ପାଦନା]
୧. ପରିସ୍କାର କରିବା; ବିଶୁଦ୍ଧ; କରିବା —୧. To cleanse; to purify.
୨. ଓଳାଇବା —୨. To sweep clean.

[ଉ—ତୋହର ଗୃହକୁ ମାର୍ଜିଲୁ, ଆମ୍ଭଙ୍କୁ ଯଜ୍ଞ ଭାଗ ଦେଲୁ ଜଗନ୍ନାଥ. ଭାଗବତ]