ମାର୍ଟିଆ
ଦେଖଣା
ମାର୍ଟିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଦକ୍ଷିଣ ଆଫ୍ରିକାରେ ଜାତ ଏକ ପ୍ରକାର ଗୁଳ୍ମ —Martia; a kind of thorny and poisonous plant of South Africa.
[ଦ୍ରଷ୍ଟବ୍ୟ —ଏ ଗୁଳ୍ମ ୫୬: ଇଞ୍ଚ ପର୍ଯ୍ୟନ୍ତ ବଢ଼େ ଏହା ଅତ୍ୟନ୍ତ ବିଶାକ୍ତ ଓ ଦୀର୍ଘ କଣ୍ଟକଯୁକ୍ତ ସେ କଣ୍ଟା ପଶୁମାନଙ୍କ ଦେହରେ ଫୋଡ଼ି ହୋଇଗଲେ ପଶୁମାନେ ମରିଯାଆନ୍ତି]