Jump to content

ମାର୍ତ୍ତଣ୍ଡ

ଉଇକିଅଭିଧାନ‌ରୁ

ମାର୍ତ୍ତଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମୃତାଣ୍ଡ+ଅପତ୍ୟାର୍ଥେ; ଅ; ମୃତ ଅଣ୍ଡରୁ ଜନ୍ମ ହୋଇ ଥିବାରୁ; କିମ୍ୱା ମା+ଆର୍ତ୍ତ+ ଅଣ୍ଡ; ଦ୍ୱିଧାକୃତ ହେବା ସମୟରେ ପିତା କହିଲେ 'ହେ ଅଣ୍ଡ ! ମା ଆର୍ତ୍ତୋଭବ' = ହେ ଅଣ୍ଡ ! ତୁମ୍ଭେ ଆର୍ତ୍ତ ହୁଅନାଁ ଏଥିପାଇଁ ଏହି ନାମ ହୋଇଅଛି)

[ସମ୍ପାଦନା]
୧. ସୂର୍ଯ୍ୟ; ତପନ — ୧. The sun.
୨. ଆକନ୍ଦ ଗୁଳ୍ମ; ଅର୍କ ଗଛ — ୨. The murder plant; the swallowwart; Calotropis Gigantea.
୩. ଶୂକର; ଘୁଷୁରି — ୩. Hog.
୪. ସ୍ୱର୍ଣ୍ଣମାକ୍ଷିକା (ହିନ୍ଦୀ - ଶ) —୪. Iron pyrites.
୫. ଦ୍ୱାଦଶ ସଂଖ୍ୟା —୫. The number ୧୨ (Apte).