ମାର୍ତ୍ତିକ
ଦେଖଣା
ମାର୍ତ୍ତିକ
ଉଚ୍ଚାରଣ
[ସମ୍ପାଦନା](ମାର୍ତ୍ତିକୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ମୃର୍ତ୍ତିକା+ଅ)
[ସମ୍ପାଦନା]ମୃତ୍ତିକାନିର୍ମିତ —Made of earth.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଏକପ୍ରକାର ମାଠିଆ — ୧. A kind of pitcher (Apte).
- ୨. ମାଠିଆ ମୁହଁର ଘୋଡ଼ଣୀ —୨. The lid of a pitcher (Apte).
- ୩. ମାଟିରେ ଟେଳା —୩. A clod or lump of earth (Apte).