Jump to content

ମାର୍ଦ୍ଦଙ୍ଗ

ଉଇକିଅଭିଧାନ‌ରୁ

ମାର୍ଦ୍ଦଙ୍ଗ

ଉଚ୍ଚାରଣ

[ସମ୍ପାଦନା]

(ମାର୍ଦ୍ଦଙ୍ଗିକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୃଦଙ୍ଗ+ବାଦକାର୍ଥେ. ଅ)

[ସମ୍ପାଦନା]

ମୃଦଙ୍ଗ ବାଦକ —One who beates a mṛudaṅg-drum.

ବିଶେଷ୍ୟ -

[ସମ୍ପାଦନା]

ମଗର; ସହର — Town; city (Apte)