Jump to content

ମାର୍ଦ୍ଦିକ

ଉଇକିଅଭିଧାନ‌ରୁ

ମାର୍ଦ୍ଦିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୃଦ୍ୱିକା=ସ୍ୱପକ୍ୱ ଦ୍ରାକ୍ଷା+ଇକ)

[ସମ୍ପାଦନା]

ସୁପକ୍ୱ ଅଙ୍ଗୁରରୁ ପ୍ରସ୍ତୁତ ମଦ୍ୟ —Wine distilled from ripe grapes.

=== ବିଶେଷଣ -

ଅଙ୍ଗୁର ସମ୍ୱନ୍ଧୀୟ — Relating to grapes.