ମାର୍ମୁସ୍କିଲ୍
(ମାର୍ମୁସ୍କୁଲ—ଅନ୍ୟରୂପ)
ଖୁବ୍ କ୍ରୋଧାନ୍ୱିତ ହୋଇ ମାରିବାକୁ ଉଦ୍ୟତ — About to beat in anger.
[ଉ—ତା କଥା ଶୁଣି ସେ ମାର୍ମୁସ୍କିଲ୍—କୁନ୍ତଳାକୁମାରୀ. ନଅତୁଣ୍ଡୀ]