Jump to content

ମାର୍ଶାଲ୍‌ଲ

ଉଇକିଅଭିଧାନ‌ରୁ

ମାର୍ଶାଲ୍ଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମାର୍ଶାଲ ଆଇନ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଗୁରୁତର ଶାନ୍ତିଭଙ୍ଗ ହେବାରୁ ସମ୍ଭାବନା ଥିବା ସ୍ଥାନରେ ନିର୍ଦ୍ଦିଷ୍ଟାଳ ପର୍ଯ୍ୟନ୍ତ ରାଜଦେଶରେ ଜାରିହେବା ବିଶିଷ୍ଟ ଆଇନ୍; ସାମରିକ ଆଇନ୍ — Martial law.

[ଦ୍ରଷ୍ଟବ୍ୟ —ମାର୍ଶାଲ୍ ଲ ଜାରି ହେବା ସ୍ଥାନରେ ଓ ସମୟରେ ଦେଶପ୍ରଚଳିତ ସାଧାରଣ ଆଇନର ଚଳନ ସ୍ଥଗିତ ରହେ; ଏବଂ ସାମରିକ ଆଇନ୍ ଅନୁସାରେ ଅପରାଧିମାନଙ୍କର ସରାସରି ବିଚାର କରାଯାଏ ଓ ଅପରାଧ ରୋଧ କରିବା ପାଇଁ ସାମରିକ ବିଭାଗର କର୍ତ୍ତପକ୍ଷମାନଙ୍କଠାରେ ବିଶିଷ୍ଟ କ୍ଷମତା ଅର୍ପିତ ହୁଏ]