ମାର୍ କିନି
ଦେଖଣା
ମାର୍ କିନି
ଉଚ୍ଚାରଣ
[ସମ୍ପାଦନା][ମାର୍କିନ୍(ନି)—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଇଂରାଜୀ - ଆମେରିକାନ୍)
[ସମ୍ପାଦନା]- ୧. ଆମେରିକା ଦେଶୀୟ —୧. American.
- ୨. ଆମେରିକାର ଅଧିବାସୀ —୨. Residing in America.
- ୩. ଆମେରିକା ଦେଶ ଜାତ —୩. Made in America.
ବିଶେଷ୍ୟ -
[ସମ୍ପାଦନା]ବିଦେଶର କଳବୁଣା ମୋଟା— ସୂତାର ଏକ ପ୍ରକାର ଲୁଗାର ଥାନ —A kind of imported cloth of fereign mill, consisting of long pieces.
[ଦ୍ରଷ୍ଟବ୍ୟ — ଏହା ପ୍ରଥମେ ଆମେରିକାରୁ ଭାରତରକୁ ଆସୁଥିଲା; ଏବେ ବିଦେଶୀ କଳ— ବୁଣା ଥାନକୁ ମଧ୍ୟ ମାର୍କିନ୍ ଥାନ ବୋଲାଯାଏ]