Jump to content

ମାର୍ କିନ୍

ଉଇକିଅଭିଧାନ‌ରୁ

ମାର୍ କିନ୍

ଉଚ୍ଚାରଣ

[ସମ୍ପାଦନା]

[ମାର୍କିନ୍(ନି)—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଇଂରାଜୀ - ଆମେରିକାନ୍)

[ସମ୍ପାଦନା]
୧. ଆମେରିକା ଦେଶୀୟ —୧. American.
୨. ଆମେରିକାର ଅଧିବାସୀ —୨. Residing in America.
୩. ଆମେରିକା ଦେଶ ଜାତ —୩. Made in America.

ବିଶେଷ୍ୟ -

[ସମ୍ପାଦନା]

ବିଦେଶର କଳବୁଣା ମୋଟା— ସୂତାର ଏକ ପ୍ରକାର ଲୁଗାର ଥାନ —A kind of imported cloth of fereign mill, consisting of long pieces.

[ଦ୍ରଷ୍ଟବ୍ୟ —ଏହା ପ୍ରଥମେ ଆମେରିକାରୁ ଭାରତରକୁ ଆସୁଥିଲା; ଏବେ ବିଦେଶୀ କଳ— ବୁଣା ଥାନକୁ ମଧ୍ୟ ମାର୍କିନ୍ ଥାନ ବୋଲାଯାଏ]