ମାର୍ ମାର୍ ଠେଙ୍ଗା ବାନ୍ଧ୍ ବାନ୍ଧ୍ ଦଉଡ଼ି
ଦେଖଣା
ମାର୍ ମାର୍ ଠେଙ୍ଗା ବାନ୍ଧ୍ ବାନ୍ଧ୍ ଦଉଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାର୍ ମାର୍ ଠେଙ୍ଗା ବାନ୍ଧ୍ ବାନ୍ଧ୍ ଦଉଡ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କାହାଣୀରେ ବର୍ଣ୍ଣିତ ଆଶ୍ଚର୍ଯ୍ୟଶକ୍ତି— ବିଶିଷ୍ଟ ଠେଙ୍ଗା ଓ ଦଉଡ଼ି — A cudgel and a rope mentioned in the folk-tales which possess extraordinary powers of beating and entangling a victim on the order of their possessor.
[ଦ୍ରଷ୍ଟବ୍ୟ —ଏ ଦଉଡ଼ିର ଓ ଠେଙ୍ଗାର ଏପରି ଅଦ୍ଭୁତ ଶକ୍ତି ଅଛି ଯେ, ଏମାନଙ୍କରକ ସ୍ୱାମୀ'ହେ ଦଉଡ଼ି! ଅମୁକକୁ ବାନ୍ଧ୍ ଓ ହେ ଠେଙ୍ଗା ! ଅମୁକକୁ ମାର୍' ବୋଲି ଆଦେଶ ଦେବା ମାତ୍ରେ ଦଉଡ଼ି ଉକ୍ତ ବ୍ୟକ୍ତିକୁ ଛନ୍ଦି କରି ବାନ୍ଧି ପକାଏ ଓ ଠେଙ୍ଗା ତାକୁ ଏପରି ମାଡ଼ ମାରେ ଯେ ଉକ୍ତ ବ୍ୟକ୍ତି ଦରମରା ହୋଇଯାଏ]