ମାଲ
ଦେଖଣା
ମାଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଲ
|
ବୈଦେଶିକ - ବି—(ଆରବୀ - ମାଲ୍)
[ସମ୍ପାଦନା]- ୧. ଅରଟର ଚକ ଓ ତାକୁଡି ସଙ୍ଗେ ସଂଲଗ୍ନ ସୂତା —୧. The string round the spinning wheel which turns the spindle of a spinning wheel.
- ୨. ତନ୍ତୀର ଲୁଗା ବୁଣିବାର ଉପାଦାନ ତୁଳା ଓ ସୂତା — ୨. A weaver's ingredients (e.g. cotten and thread)
[ଉ—ତନ୍ତୀ ପୁତା ! ଖାଏ ମାଲ, ଚୋରାଏ ସୂତା—ଢଗ]
- ୩. ମାଲ୍ (ଦେଖ) - —୩. Māl (See)
- ୪. ସୁଖାଦ୍ୟ ଦ୍ରବ୍ୟ —୪. Dainty food.
- ୫. (ଇତର) ସୁଖଭୋଗ୍ୟା ସୁନ୍ଦରୀ ଯୁବତୀ ସ୍ତ୍ରୀ — ୫. A young, beautiful and enjoyable woman.
- ୬. ଗୃହର ଚଳନ୍ତି ଅସବାବ୍ —୬. Moveables and furnitures of a house.
- ୭. ପଣ୍ୟ ଦ୍ରବ୍ୟ — ୭. Commodity.
ଅନୁବାଦ
[ସମ୍ପାଦନା]ମାଲ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ମଲ୍ଲ)— ମଞ୍ଚ; ପହିଲମାନ୍ —୧. A wrestler.
[ଉ—ହାତୀ ଘୋଡ଼ା ମଲ ଯେ ସେ ଦେଶକୁ, ଆସିଲେ ଯୁଝିବାକୁ କୃଷ୍ଣସିଂହ ମହାଭାରତ. ବିରାଟ]
- ୨. ଯୋଦ୍ଧା — ୨. Warrior.
- ୩. ବୀର —୩. A hero.
- ୪. କ୍ଷେତ୍ରକୁ ପାଣି ବୁହାଇବା ପାଇଁ ପ୍ରସ୍ତୁତ ହେବା ପାଣି ମାହାରା; ପହଣି —୪. A channel prepared for conveying water for irrigating fields.
- ୫. (ସଂସ୍କୃତ - ମାଳ)—ବନ୍ୟ ଅସଭ୍ୟ ଜାତିବିଶେଷ — ୫. Name of a wild aboriginal tribe.
- ୬. (ସଂସ୍କୃତ - ମଲ୍ଲ)—ମାଲ ପଥର (ଦେଖ) - —୬. Māl pathara (See)