Jump to content

ମାଲକ୍କା

ଉଇକିଅଭିଧାନ‌ରୁ

ମାଲକ୍କା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମାଳୟ ଉପଦ୍ୱୀପର ଗୋଟିଏ ନଗର — ୧. Malacca; name of a town in the Malay peninsula.
୨. ପ୍ରଶାନ୍ତ ମହାସାଗରର ଦ୍ୱୀପପୁଞ୍ଜ—(ଅଷ୍ଟ୍ରେଲିଆ ଉତ୍ତରରେ) —୨. The Mallucca islands in the Pacific Ocean.
୩. ମୁମାତ୍ରା ଓ ମାଳୟ ଉପଦ୍ୱୀପ ମଧ୍ୟସ୍ଥ ପ୍ରଣାଳୀ — ୩. The strait between Sumatra and the Malay archipelago.