Jump to content

ମାଲଗୁଜାରି

ଉଇକିଅଭିଧାନ‌ରୁ

ମାଲଗୁଜାରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା ମାଲ୍ ଗୁଜାରୀ)

[ସମ୍ପାଦନା]

ଜମିଦାର ଜମି ନିମନ୍ତେ ଗଭର୍ଣ୍ଣମେଣ୍ଟଙ୍କୁ ଦେବା ରାଜସ୍ୱ — Revenue paid to the Government by a Zamindar.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଜମିଦାର ବା ଗଉନ୍ତିଆ ଗଭର୍ଣ୍ଣମେଣ୍ଟଙ୍କୁ ଦେବା ପାଇ— ପ୍ରଜାଙ୍କଠାରୁ ଅସୁଲ କରିବା ସମସ୍ତ ଖଜଣା —The rent realised by the Gauntia or Zamindar in order to pay to the Government.