Jump to content

ମାଲପି

ଉଇକିଅଭିଧାନ‌ରୁ

ମାଲପି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଳକ=ତିସୀ?)

[ସମ୍ପାଦନା]

ତେଲ; ତୈଳ —Oil.

[ଉ—ମାଲପା ବିନା ସେ ନ କରନ୍ତି, ଭୋଜନ କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ]

ପ୍ରାଦେଶିକ - (ବାମଣ୍ଡା) ବିଶେଷ୍ୟ -

[ସମ୍ପାଦନା]

ରାଶିତେଲ —Sesamum oil.