ମାଲପୁଆ
ଦେଖଣା
ମାଲପୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଲପୁଆ
|
ଦେଶଜ - ବିଶେଷ୍ୟ - ସଂସ୍କୃତ - ମାଳକ=ତିସି ଓ ପୁପ=ପିଠା)
[ସମ୍ପାଦନା]ଅମାଲୁ; ଅପମାଲୁ; ମଇଦାର ପଠଉ ସଙ୍ଗେ ଗୁଡ଼ ପକାଯାଇ ଘିଅରେ ଛଣା ଯିବା ପିଷ୍ଟକବିଶେଷ — A kind of cake prepared from flour and sugar mixed into a paste and fried ghee.