Jump to content

ମାଲାମାଲ୍

ଉଇକିଅଭିଧାନ‌ରୁ

ମାଲାମାଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ)

[ସମ୍ପାଦନା]
୧. ସ୍ଥାନର ଓ ଅସ୍ଥାବର ସଂପତ୍ତି —୧. Moveable and immoveable properties.
୨. ପଣ୍ୟଦ୍ରବ୍ୟ —୨. Goods; merchandise.
୩. ମାଲପତ୍ର; ଅଳଙ୍କାର; ବାସନ ଓ ଅସବାବ୍ ଆଦି ମାଲ୍ —୩. Moveable properites.
୪. ଗୃହର ସମୁଦାୟ ଚଳନ୍ତି ପଦାର୍ଥ —୪. All the moveable properties of a house.

[ଦ୍ରଷ୍ଟବ୍ୟ — ହିନ୍ଦୀରେ ମାଲାମାଲ ଶବ୍ଦ ବିଶେଷଣ ଓ ଏଥିରେ ଅର୍ଥ ଧନଧାନ୍ୟରେ ପୂର୍ଣ୍ଣ(ବ୍ୟକ୍ତି)]