Jump to content

ମାଲିଆଣୀ

ଉଇକିଅଭିଧାନ‌ରୁ

ମାଲିଆଣୀ

ଉଚ୍ଚାରଣ

[ସମ୍ପାଦନା]

ମାଲିଣୀ, ମାଲୁଣୀ, ମାଳେ(ଳେ)ଣୀ, ମାଲ୍ୟାଣୀ'

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ମାଳିନୀ)

[ସମ୍ପାଦନା]
୧. ମାଳକାରିଣୀ ସ୍ତ୍ରୀ — ୧. A female florist or garland-maker.
୨. ମାଳିର ସ୍ତ୍ରୀ —୨. The wife of a Māḻi.

[ଦ୍ରଷ୍ଟବ୍ୟ —ମାଲ୍ୟାଣୀ ପୁଷ୍ପ ଓ ହାର ଆଦି ଘେନି ରାଜାଙ୍କ ଅନ୍ତଃପୁରକୁ ଅବାରିତ ଭାବରେ ଯିବାପାଇଁ ତାକୁ ଛଡ଼ ଥିବାରୁ ଆମ ଦେଶରେ କବି ଓ ଗଳ୍ପକାରମାନେ ମାଲିଆଣୀକୁ ଏହା ରାଜାଙ୍କ ଅନ୍ତଃପୁରସ୍ଥା ଜେମା ଆଦିଙ୍କ ନିକଟକୁ ଯାଇ ଦୌତ୍ୟ କାର୍ଯ୍ୟ କରିବାର ବର୍ଣ୍ଣନା କରି ଅଛନ୍ତି କେହି କେହି କବି ଏହାର ଯୌବନ, ବେଶଭୁଷା ଓ ରସିକତା ବର୍ଣ୍ଣନାରେ କବିତ୍ୱ ଦେଖାଇ ଥିବାର ଦେଖାଯାଏ]